STORYMIRROR

Akshaya Kumar

Inspirational

3  

Akshaya Kumar

Inspirational

ନାରୀ

ନାରୀ

1 min
240

ନାରୀ ନୁହେଁ ତୁ 

    ନାରାୟଣୀ,

ଅଜସ୍ର କଥା

    ପାରୁ ତୁ ଜାଣି ।


ଜନମ ଦାୟିନୀ

କର୍ମ ବିରଙ୍ଗିନି

ସ୍ନେହ ପ୍ରଦୟିନି ନାରୀ ।


ମାଆ,ଭଉଣୀ,ଖୁଡି,ମାଉସୀ

ପ୍ରେମିକା ଓ ପତ୍ନୀ ରୂପରେ ନାରୀ,

ତଥାପି କାହିଁକି ସଭିଙ୍କ ଦୃଷ୍ଟିରେ

ଆଜିବି ବିଚାରି ନାରୀ ।


ପ୍ରେମ କରୁଣା ର ମୂରତି ନାରୀ

ସ୍ନେହ ମମତାରେ ଭୂଷିତ ନାରୀ ।


ନୁହେଁ ସେ ଅବଳା

ନୁହେଁ ସେ ଦୁର୍ବଳା

ନୁହେଁ ସେ ଶକ୍ତିହିନା


ସକାଳ ଶକ୍ତି ଧାରିଣୀ

ସେ ଶକ୍ତିମୟୀ

ତଥାପି କାହିଁ ରହୁ ତୁ

ଦୁଷ୍କର୍ମ ଆଖ୍ୟା ପାଇ ।..


ନାରୀ ମନକଥା ନାରୀ ଜଣେ

ନାରୀ ଦୁଃଖ ସହିପାରେ

ନାରୀ ହିଁ ନାରୀକୁ ଜନ୍ମ ଦିଏ

ନାରୀ ଯେ ମାତା ହୋଇପାରେ।


ନାରୀ ସିଏ ନାରୀ

ଯାହାପାଈ ଏ ସୁନ୍ଦର ଦୁନିଆ 

ମମତା ରେ ଯାଏ ଭାରି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational