STORYMIRROR

Pramila Sahoo

Abstract

2  

Pramila Sahoo

Abstract

ନାରୀ ଜୀବନ

ନାରୀ ଜୀବନ

1 min
14.5K


ନାରୀ ଜୀବନ

ଅଦେଖା ସପନ

ସଭିଙ୍କ ଆଖିରେ ଲୁହ ଦେଇ

ଚାଲିଯାଏ ଶାଶୁଘର

ଗାଁ ଝୁରେ ଦାଣ୍ଡ ଝୁରେ

ନଈ ତୁଠ ଝୁରୁଥାଏ

ଅଳି ଅଝଟ ସବୁ ଛାଡି ଦେଇ

ଆଖିରେ ଲୁହ ନେଇ

ଚାଲି ଯାଏ ଶାଶୁଘର

ସଭିଙ୍କୁ କରେ ଆପଣାର........

ପ୍ରମିଳା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract