Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Tragedy Thriller Others

4  

Chittaranjan Nanda

Tragedy Thriller Others

ନାରୀ ଜାତି ଉପରେ ଯୁଦ୍ଧର ପ୍ରଭାବ

ନାରୀ ଜାତି ଉପରେ ଯୁଦ୍ଧର ପ୍ରଭାବ

1 min
220



ସାମ୍ରାଜ୍ୟବାଦ ଲାଳସାରେ ଯୁଦ୍ଧ ହୁଏ ଯୁଗେ 

ଯୁଗେ ଧର୍ମ ନାମକୁ ଆଳ କରି  

ରାଜନୈତିକ କିମ୍ବା ଏକଛତ୍ରବାଦୀ ଶାସକର 

ସ୍ୱାର୍ଥର ଲାଳସା ତ ଥାଏ ଭରି ।


ଅଭିଞତା ଶିଖାଏ, ଯୁଦ୍ଧ ସୈନିକଙ୍କ ମନୁଷ୍ୟତାକୁ 

ମାରି, ତାଙ୍କୁ କ୍ରୁର କରିଦିଏ

ମରିବାକୁ-ମାରିବାକୁ ପ୍ରସ୍ତୁତ ଥିବା ସୈନିକ ରାତିର 

ଅନ୍ଧାରରେ ଯୌନ ପିପାସୁ ହୋଇଯାଏ ।


ପ୍ରତ୍ୟେକ ଯୁଦ୍ଧର ମୂଲ୍ୟ ସବୁବେଳେ ଭୋଗିଥାନ୍ତି 

ସମାଜ ଭିତରେ ନାରୀ

ଭୟାନକ କାହାଣୀର ସୃଷ୍ଟି ହୁଏ, ନାରୀ ଜାତିର 

ଦୁଃଖ ଦେଖି ହୃଦୟ ଯାଏ ଥରି ।



Rate this content
Log in

Similar oriya poem from Tragedy