Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DEEPAK KUMAR PATRA

Tragedy Inspirational Others

4  

DEEPAK KUMAR PATRA

Tragedy Inspirational Others

ତମସା ପ୍ରଦୀପ

ତମସା ପ୍ରଦୀପ

1 min
292



ଟିକିଏ ରୁହ

ଏଇ ଏବେ ଏବେ ତ

ବଳିତାର ଧାର ନେଇ

ଜାଳିବାକୁ ଆରମ୍ଭ କରିଛି ନିଜକୁ 

ଉଚ୍ଚ ଅନଳର୍ ଶିଖା ନେଇ

ଟିକିଏ ଅପେକ୍ଷା କେବଳ

ପୂର୍ଣ୍ଣ ପାତ୍ରେ ତୈଳ ଶକ୍ତିର

ଉତ୍ସକୁ ମଙ୍ଗ ଧରିନେଇ

ଜଳୁଛି ଓ ଜାଳୁଛି ତୀବ୍ର ହେଇ

ଉଗ୍ର ଶିଖାକୁ ସାଙ୍ଗରେ ଉଠେଇ

ଚାଲିଛି ,ଚାଲୁଛି ଆଉ ଚାଲୁଥିବି

ଅବିରତ ଭାବରେ

ସେଇ ତମାମ ତମସାକୁ 

ଅବିଳମ୍ବେ ଚୁର୍ଣ୍ଣିଭୁତ କରିବା ପାଇଁ ।



Rate this content
Log in

Similar oriya poem from Tragedy