STORYMIRROR

Akshayakumar Dash

Inspirational

3  

Akshayakumar Dash

Inspirational

ନାରୀ ବି ଦେବୀ

ନାରୀ ବି ଦେବୀ

1 min
190

ନାରୀ ବି ଦେବୀ

ଦେବୀଙ୍କ ପରି ରୂପ

ନିର୍ଝରିଣୀ ପରି କେଶବିନ୍ୟାସ

ଉର୍ଣ୍ଣତ ଶାରୀରିକ ଗଠନ

ଚନ୍ଦ୍ର କି ପ୍ରତୁସର ଅରୁଣଙ୍କ ମୁଖ

ଆଖିରେ ଅତ୍ମୀୟତା ଭାଷା

ମୋଟଉପରେ ଦେବୀ କହିଲେ

କେଉଁ ଦେବତାଙ୍କ ପତ୍ନୀ

ନାରାୟଣଙ୍କର ଲକ୍ଷ୍ମୀ

ଦୁର୍ଗା କି ସରସ୍ୱତୀ ଦେଖିଛି ଚିତ୍ର

କିନ୍ତୁ ପ୍ରତକ୍ଷରେ ନାରୀ ବି ଦେବୀ ।

ସମସ୍ତଙ୍କୁ କିଣିନେଉଥିବା ରୂପ

କାହାକୁ ଦୁଃଖ ନଦେଲେ ବି

ଜଣକୁ ସେ ଘୃଣାକରେ

କାମୁକ ଲମ୍ପଟ ମହିଷାସୁର

ଭଲପାଏ ତାହାକୁ

ଯିଏ ଦେବୀଙ୍କୁ ସମ୍ମାନ ଦିଏ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash

Similar oriya poem from Inspirational