STORYMIRROR

Ranjan kumar Mohanty

Abstract

2  

Ranjan kumar Mohanty

Abstract

..... ନାଁ ଯାର ଭାରତ......

..... ନାଁ ଯାର ଭାରତ......

1 min
110

କାହିଁ ଦେଖିଅଛୁ କହଲୋ ମିତ

ବୁଲି ବୁଲି କରି ସାରା ଜଗତ

ସବୁଠୁ ବଡ଼ ପଣତ

ମାଠାରୁ ବଡ଼ ଜନ୍ମଭୂମି ସେ ମୋ

ନାଁ ଯାର ଭାରତ

ଝୁଣ୍ଟିକରି ପଡିଗଲେ ଧରିନିଏ ହାତ

ତାହାରି ପଣତ ସେ ଯେ ନୀଳଚକ୍ର ନେତ

ଭରସା ସେ ଏକମାତ୍ର

ପ୍ରାଣର ପ୍ରଣତି ଜଣାଏ ତା ପାଦେ

ନାଁ ଯାର ଭାରତ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract