STORYMIRROR

Sunanda Mohanty

Abstract Romance Children

2  

Sunanda Mohanty

Abstract Romance Children

ନାଲି ନାଲି

ନାଲି ନାଲି

1 min
112

ନାଲି ନାଲି ରଙ୍ଗ 

ଦର୍ଶାଏ ପ୍ରେମର ମୂଲ 

ସିନ୍ଦୁର ଟୋପାରେ 

ପ୍ରତିବଦ୍ଧତାର ମୂଲ୍ୟ 

ସାଧବ ବୋହୂର ନାଲି ଓଢଣୀ 

ବରଷା ରାଣୀର 

ବାଦଲ ବେଣୀ 

ପ୍ରେମ ପୁଲକର ମଙ୍ଗ 

ଥରେ ହୋଇ ସାଙ୍ଗ 

ଦେଖ ନାଲି ରଙ୍ଗ 

ପରସ୍ତ ପରସ୍ତ ପ୍ରେମର ବିହଙ୍ଗ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract