STORYMIRROR

Purnima Prusty

Abstract

2  

Purnima Prusty

Abstract

My watch

My watch

1 min
2.9K

ପାଦ ନାହିଁ ସିନା ଚଳୁଛୁ ଏମିତି

   ନୁହେଁ କେବେ ତୁ lazy

କାହା ପାଇଁ କେବେ ରହିବା ଶିଖିନୁ

   ସତେ କେତେ ତୁ busy

ନିଦରୁ ଉଠାଉ ଦରକାରୀ ଥିଲେ

  ତୁ ଯେମିତି ମୋ mother

ତୋର କେବେ ଯଦି ଖାଦ୍ୟ ସରିଯାଏ 

  ପାଲଟି ଯାଉ ତୁ cheater

ପ୍ରତ୍ୟେକଙ୍କ ଘରେ ଥାଉ ତୁ କାନ୍ଥରେ

  ପ୍ରେମୀ ଜାଗା ଦିଏ hand

ତୋତେ ଯିଏ ଟିକେ ବେଖାତିର କଲା

  ବଜାଇ ଦେଉ ତା band...


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract