STORYMIRROR

Liza Senapati

Abstract

3  

Liza Senapati

Abstract

ମୁଁ

ମୁଁ

1 min
179

ମୁଁ ଦୀଗହରା ନଈଟିଏ,

ମୁଁ ଭଗ୍ନ ଶୀଳା ଖଣ୍ଡଟିଏ,

ସମୟର ଆଛୁଂଡା ଦାଗରେ 

ମୁଁ କ୍ଷତାକ୍ତ ମଣିଷ ଟିଏ,

ଜାବନ କଣ ଜାଣିନି,

ହାରିବା କଣ ଶିଖିନି

ମୁଁ ଲଢୁଚି ହେଇ ଆତତାୟୀ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Liza Senapati

କିଛି

କିଛି

1 min ପଢ଼ନ୍ତୁ

ଜୀବନ

ଜୀବନ

1 min ପଢ଼ନ୍ତୁ

ବନ୍ଧନ

ବନ୍ଧନ

1 min ପଢ଼ନ୍ତୁ

ପ୍ରେମ

ପ୍ରେମ

1 min ପଢ଼ନ୍ତୁ

ଯାଦୁ

ଯାଦୁ

1 min ପଢ଼ନ୍ତୁ

ହିରୋ

ହିରୋ

1 min ପଢ଼ନ୍ତୁ

ମୋ ଦେଶ

ମୋ ଦେଶ

1 min ପଢ଼ନ୍ତୁ

Similar oriya poem from Abstract