ମୁଁ
ମୁଁ
ଗାୟକ ମୁଁ ନୁହେଁ
ଗୀତିକାର ନୁହେଁ
ଭାବୁକ ବି ନୁହେଁ
ନୁହେଁ ମୁଁ ଚିତ୍ରକର
ଯାଦୁଗର, କିନ୍ତୁ ପ୍ରଶ୍ନବାଚୀ
ଏବେ ଅହରହ
ଚେଷ୍ଟା କରେ, ସଂଗ୍ରାମ
ଜାରି ରଖେ
ବନେ, ଚିତ୍ରକର, ଗୀତିକାର
ନହେଲେ ବି ହୁଏ ।
ଗାୟକ ମୁଁ ନୁହେଁ
ଗୀତିକାର ନୁହେଁ
ଭାବୁକ ବି ନୁହେଁ
ନୁହେଁ ମୁଁ ଚିତ୍ରକର
ଯାଦୁଗର, କିନ୍ତୁ ପ୍ରଶ୍ନବାଚୀ
ଏବେ ଅହରହ
ଚେଷ୍ଟା କରେ, ସଂଗ୍ରାମ
ଜାରି ରଖେ
ବନେ, ଚିତ୍ରକର, ଗୀତିକାର
ନହେଲେ ବି ହୁଏ ।