STORYMIRROR

Pramila Sahoo

Abstract

2  

Pramila Sahoo

Abstract

ମୁଁ

ମୁଁ

1 min
14.2K


ଏବେ ଜୀବନର ଶେଷ ପାହାଚରେ

ନା ଅଛି ମନରେ କିଛି ଆଶା ନା ଦୁଃଖ

ବଣ ମଲ୍ଲି ପରି ଜୀବନ ଗଲା ଝରି

ହସ ଲୁହ ସବୁ ମୋ ପାଇଁ ଏକା ପରି

ଦିନେ ପ୍ରଜାପତି ପାଇଁ ମନଥିଲା ବ୍ୟସ୍ତ

ଏବେ କିନ୍ତୁ ମୁଁ ପୁରା ସ୍ଥିର ବାସ୍ ଯେମିତି

ଆମ ଗାଁ ବରଗଛ ସେମିତି ମୁଁ ଅବସ୍ଥିତ

ଖରା, ବର୍ଷା, ଶୀତ,ସବୁ ଆଜି ସମାନ

ଆମ ଗାଁ ଛୋଟ ଝରଣା ପରି ଆଖି ଲୁହ ଯାଏ ଝରି........

ପ୍ରମିଳା ସାହୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract