STORYMIRROR

Pramila Mohanty

Inspirational

3  

Pramila Mohanty

Inspirational

ମୁଁ

ମୁଁ

1 min
11.7K


 କିବା ଲୋଡା ମୁଁ ଅକ୍ଷର

ଶରୀରଟା ଅଟଇ ନଶ୍ବର

 ରକ୍ତ ମାଂସର ପିତୁଳା        

        କ୍ଷଣ ଭଙ୍ଗୁର

ନର ଜନ୍ମଟି ବିଧାତାଙ୍କ ଉପହାର

ତୁଚ୍ଛ ମାନବ ଗରବ

    ନକର

   ନଏହା ତ ନୁହଁଇ 

ଅଭିବ୍ୟକ୍ତ ପରିପ୍ରକାଶର ସ୍ବର

ଲୋଡା ନାହିଁ ପରିଚୟ

  ମୁଁ ଶବ୍ଦର ଉଚ୍ଚାରଣ

    ଅନାବଶ୍ୟକ

ଆଜି ଆସିଛି ଯିଏ

  ଦିନେ ତ ଯିଵ

କିମ୍ପା ବଡିମା ଦେଖାଅ

ସହନଶୀଳତା ଅଟଇ

    ଭୂଷଣ

ଆସୁପଛେ ଯେତେ କଷଣ

ସତ୍ କର୍ମର ପ୍ରୟାସ ହିଁ

     ଶ୍ରେୟସ୍କର ।


ഈ കണ്ടെൻറ്റിനെ റേറ്റ് ചെയ്യുക
ലോഗിൻ

Similar oriya poem from Inspirational