STORYMIRROR

ଲିମନ ଦିଦି

Inspirational

2  

ଲିମନ ଦିଦି

Inspirational

ମୁଁ ପରା ଓଡିଆ

ମୁଁ ପରା ଓଡିଆ

1 min
110

ମୁଁ ଓଡିଆ, ସ୍ବାଧୀନ ଭାରତର

ଗର୍ବ କରେ ନାହିଁ ଅହଂକାର

ଯାହା ଦେଇଛି ମୋ ଭାରତ

ନଦେଇ ପାରେ ଜଗତ

ମୁଁ ସେହି ସ୍ବାଧୀନ ଚେତା ମଣିଷ

ନୁହେଁ କ୍ଳାନ୍ତ କି ଅବଶ

ଲୋକେ କୁହନ୍ତି ବୁଢା ହେଲାଣି ।

ମୋତେ ଲାଗେ ମୁଁ 

ଆଜି ବି ସ୍ବାଧିନତା ସଂଗ୍ରାମୀ

ମୋତେ ତ ଷୋହଳ ଛୁଇଁନି

ଏକଷଠି କେମିତି କହୁଛ କୁହନି

ଆଜି ରକ୍ତ ଅଛି ତେଜିୟାନ୍

 କରିବାକୁ ଧ୍ବଜା ଉତ୍ତୋଳନ

ଗାଇବାକୁ ଜନ-ଗଣ-ମନ ।


Rate this content
Log in

Similar oriya poem from Inspirational