STORYMIRROR

Naheda Shaheen

Romance

3  

Naheda Shaheen

Romance

ମୁଁ ଓ ତୁମେ

ମୁଁ ଓ ତୁମେ

1 min
203

ମୁଁ ଓ ତୁମେ ତୁମେ ଓ ମୁଁ

ପ୍ରୀତିର ବାରି ଧାରାରେ ସିକ୍ତ

ପ୍ରେମ ଆମର ସଦା ଅବ୍ୟକ୍ତ 

ମୋ ପ୍ରେମର ବାହୁବନ୍ଧନରେ

ତୁମେ ବନ୍ଧା

ମୋ ମନର କୃଷ୍ଣ ତୁମେ

ମୁଁ ତୁମ ଶ୍ରୀରାଧା।

ଭଲ ପାଇବାର ନାହିଁ ଅଭିନୟ

ପ୍ରେମରେ ସୃଷ୍ଟି ପ୍ରେମରେ ପ୍ରଳୟ।

ତୁମ ଶାନ୍ତ ସ୍ନିଗ୍ଧ ଚାହାଣି

ହୃଦୟ କୁ ନିଏ ଜିଣି।

ମୋ ମନର ନନ୍ଦନକାନନ

ତୁମ ପ୍ରେମର ପୁଷ୍ପରେ ପୂର୍ଣ୍ଣ

ଚାଲ ଯିବା ହଜି ପୁଣି ଥରେ ଆଜି

ସ୍ମୃତି ଯେ ଏକରୂପା ଜହ୍ନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance