STORYMIRROR

Dipti lekha Mishra

Romance

2  

Dipti lekha Mishra

Romance

ମୁଁ ଓ ପ୍ରେମିକ

ମୁଁ ଓ ପ୍ରେମିକ

1 min
116

ବୟସ ହେଲା ମୋତେ ଯେବେ ଷୋହଳ

ମନରେ ଆସିଲା ପ୍ରେମର ରଙ୍ଗ ବହଳ


ଷୋହଳ ପୁରି ଯେବେ ସତର ହେଲା

ପ୍ରେମ ପାଇଁ ସିଂହସମ ବଳ ଆସିଗଲା


ଅଠର ବରଷ ପୁରିଲା ଯେବେ ମୋତେ

ପ୍ରସ୍ତାବ ସିଧା ଘରେ ପକାଈଲି ସତ


ପ୍ରେମକୁ କେହି ଭଲ ପାଈଲେନି ଘରେ

ରାଗର ନିଆଁ ତେଣୁ ଜଳିଲା ହୄୄୄୄୄୄଦରେ


କଳେ ବଳେ କୌଶଳେ ପାଈଲି ପ୍ରେମିକକୁ

ହାତ ଉପରେ ହାତ ରଖି ଗଲି ଶାଶୁଘରକୁ


ଶାଶୁଘରେ ପାଦ ଥାପିଲି ମୁଁ ଯେବେ ଠାରୂ

ପ୍ରେମର ଅନେକ ରଙ୍ଗ ଲୂଚିଗଲେ ସେଦିନରୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance