STORYMIRROR

Bijaya Kumar Swain

Inspirational

3  

Bijaya Kumar Swain

Inspirational

ମୁଁ ନାରୀ ଟିଏ

ମୁଁ ନାରୀ ଟିଏ

1 min
612


ମୁଁ ନାରୀ ଟିଏ

ନୁହେଁ ମୁଁ ଅବଳା

ନୁହେଁ ମୁଁ ଦୂର୍ବଳା

ମୁଁ ଛାୟା ପ୍ରଦାୟିନୀ ତରୁ ଟିଏ।


ତିନି ରୂପେ ମୋର କାୟା

ଜନନୀ ଭଗିନୀ ଜାୟା

ସ୍ନେହ କରୁଣା ର ଝର ଟିଏ।


ସଂସାର ପାଳିନୀ

ଦୁଷ୍ଟ ସଂହା ରିଣୀ

ସନ୍ଥ ରକ୍ଷା କର୍ତ୍ରୀ

ଦେବୀ ଟିଏ।


ମୁଁ ଗାର୍ଗୀ,ମୁଁ ମୈତ୍ରେ ୟୀ

ମୁଁ ଦ୍ରୌପଦୀ ମୁଁ ବୈଦେହି

ମୁଁ ବୀର ପ୍ରସବିନୀ

ମାଆ ଟିଏ।


ଆନ୍ତର୍ଜାତିକ ଏ ମହିଳା ଦିବସେ

ଆମରି ପାଇଁ କି ଦିନ ଟିଏ

ଜଗତ ବାସୀଙ୍କ ମଙ୍ଗଳ ପାଇଁ କି

ଏତିକି ମାତର ଅଳି ଟିଏ

ସଭିଙ୍କ ମଙ୍ଗଳ କରନ୍ତୁ ଠାକୁର

ଏତିକି ମାତର ଅଳି ଟିଏ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational