STORYMIRROR

Manaswinee Dash

Tragedy

3  

Manaswinee Dash

Tragedy

ମୁଁ ମୁକ୍ତ ଆକାଶର ବିହଙ୍ଗ

ମୁଁ ମୁକ୍ତ ଆକାଶର ବିହଙ୍ଗ

1 min
195

ବିହଙ୍ଗ ମୁଁ ମୁକ୍ତ ଆକାଶର, 

ଉଡଇ ମୁ ଆକାଶରେ ଡେଣା ମେଲାଇ, 

ହରଇଲେ କରେ ଫର ଫର, 

ନିମିଷକେ ମୁଁ କେତେ ଦୂର ଯାଏ ପଳାଇ। 


କାହିଁକି ରଖିଛ ମୋତେ ବାନ୍ଧି, 

ମୋତ ଲାଗୁଛି ଶ୍ବାସ ରୁଦ୍ଧ, 

ଜୀବନ ଲାଗୁଛି ଘଡି ସନ୍ଧି, 

ମୁକ୍ତ ହେଲେ ମୁଁ ହେବି ମୁଗ୍ଧ। 


ମୁଁ ପ୍ରକ୍ରୁତି ର ଦେନ, 

ତାକୁ ଉପଭୋଗ କରିବାକୁ ଚାହେଁ

ମୋ ବେନି ନୟନ, 

ଏପରି ଜୀବନ ଅପେକ୍ଷା ମ୍ରୃତ୍ୟୁ ଶ୍ରେୟସ୍କର କହେଁ। 


 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy