STORYMIRROR

kahnu charan sahu

Fantasy

3  

kahnu charan sahu

Fantasy

ମୁଁ କିଏ ତମର ?

ମୁଁ କିଏ ତମର ?

1 min
182


ଜୀବନଠୁ ଅଧିକା

ନିଜର ଭାବିବାରେ ମୁଁ ହିଁ ମାହିର

ସେଥିପାଇଁ ହୃଦୟରେ

ଅନେକ ଝଡ଼ ଉଠେ

ବେଳେବେଳେ ଅଚାନକ

ଆଖିରୁ ବୋହି ଯାଏ 

ଉତେଇ ନଈର ଝର ପରି ।


ହେଲେ, କଣ ବା କରିବି

ଆଜି ଏକାଏକା ଜୀବନ ଜିଇଁବାକୁ ପଡୁଛି

ଅତୀତର ଅଭୁଲା ସ୍ମୃତିକୁ ନିଜର କରି


ପାରୁନି, ଭୁଲି ତୁମକୁ

ଭୁଲେଇବାର ଇଚ୍ଛା ନାହିଁ

କାରଣ ତୁମେ ହିଁ ମୋ ଆରମ୍ଭ ଓ ଅନ୍ତ

ତୁମେ ମୋ ଶାଶ୍ୱତ ପ୍ରେମ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy