STORYMIRROR

ମହାଗାଲୁଆ ସନୁ

Romance Tragedy

4  

ମହାଗାଲୁଆ ସନୁ

Romance Tragedy

ମୁଁ ଗରିବ ବୋଲି

ମୁଁ ଗରିବ ବୋଲି

1 min
316

କେତେ ସହଜେରେ ତୁମେ କହିଦେଇ ପାରିଲ

 ହୃଦୟ ମୋ ତୁମ ପାଇଁ ନୁହଁ,

କେତେ ସହଜେ ରେ ତୁମେ ସଜେଇ ପାରିଲ

  ହୃଦୟ ମୋ ତୁମ ପାଇଁ ନୁହଁ ।

କେତେ ସହଜେରେ ତୁମେ ବୁଝେଇ ପାରିଲ

  ହୃଦୟ ମୋ ତୁମ ପାଇଁ ନୁହଁ,

କେତେ ସହଜେ ତୁମେ ମନେଇ ପାରିଲ

  ହୃଦୟ ମୋ ତୁମ ପାଇଁ ନୁହଁ ।

କେତେ ସହଜେ ତୁମେ ବିଞ୍ଚି ପାରିଲ

   ହୃଦୟ ମୋ ତୁମ ପାଇଁ ନୁହଁ,

କେତେ ସହଜେ ତୁମେ ଦେଖେଇ ପାରିଲ

   ହୃଦୟ ମୋ ତୁମ ପାଇଁ ନୁହଁ ।

କେତେ ସହଜେ ତୁମେ ଉଡେଇ ପାରିଲ 

    ହୃଦୟ ମୋ ତୁମ ପାଇଁ ନୁହଁ ,

କାହିଁକି ଏ କଥା ତୁମେ କହି ପାରିଲ

   ମୁଁ ଗରିବ ବୋଲି ତୁମ ପାଇଁ ନୁହଁ ।

କାହିଁକି ମୋ ଜୀବନରେ ତୁମେ ଆସିଲ 

   ମୁଁ ଗରିବ ବୋଲି ତୁମ ପାଇଁ ନୁହଁ,

କେଉଁ ଜୀବନର ଶାସ୍ତି ମୋତେ ଦେଲ

   ମୁଁ ତା ଗରିବ ବୋଲି ତୁମ ପାଇଁ ନୁହଁ ।

   

  


Rate this content
Log in

Similar oriya poem from Romance