Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prabhati Mahapatra

Inspirational

4  

Prabhati Mahapatra

Inspirational

ମୁଁ ଏକା

ମୁଁ ଏକା

1 min
226


ମୁଁ ରହିଯାଏ ଏକା

ମୋର ଯେ ଅନେକ ଗର୍ବ

ମୁଁ ସୃଷ୍ଟି କରିଛି ଜୀବନ.....

ଜୀବ ଦାନେ ଶ୍ରେଷ୍ଠ

ମୋ ବିନା ସଂସାର ଚଳେନା,

ଏଇ ଅହଂକାର କିଛି କଥା ରହିଗଲା ମୋର ଧ୍ୱଂସର

କାରଣ ପାଲଟିଲା ।

ଆଜି ବିିଶ୍ୱ ବ୍ରହ୍ମାଣ୍ଡର ମୁଁ ଅଧିକର୍ତ୍ତା ,,,,

ମୋ ପାଖରେ କେହି ନାହାଁନ୍ତି ।

ଭାଗ କରିବାକୁ ମୋର ଐଶ୍ୱର୍ଯ୍ୟ ସଂପତ୍ତି ।

ମୁଁ ଏକା ..... ମୁଁ ଏକା

ମୁଁ ଏକାକୀ ଖେଳିିିବି ହୋଲି

ନାଲି ରକ୍ତ ଗୁଲାଲରେ ଧୋଇ ଦେବି

ସମଗ୍ର ଦେଶକୁ ......

ମୋର ଅକ୍ତିଆରେ ଆବାଳ ବୃଦ୍ଧ ବନିତା

ଶକ୍ତିହୀନ ।

ମୁଁ ସ୍ଵୟଂ କ୍ଷତି ଲାଭ

ମୋ ପାଖରେ ଉଚିତ ଅନୁଚିତ ମୂଲ୍ୟହୀନ....

ମୁଁ ଯେ ପ୍ରଭୁ, ମୋ ଅନ୍ତର ଆତ୍ମାର

ସ୍ନେହ, ମାୟା, ମମତା ପ୍ରୟୋଜନ ମଣେନା ।

ହୋଲି କେବଳ ମୋର ପାଇଁ ଖେଳନା ।

ମୋର ପ୍ରତ୍ୟେକ ରକ୍ତ ବିନ୍ଦୁରେ ମୁଁ ମୁଁ ମୁଁ ମୁଁ ...



Rate this content
Log in

Similar oriya poem from Inspirational