STORYMIRROR

Suresh chandra Padhy

Inspirational

3  

Suresh chandra Padhy

Inspirational

ମୁଁ ଦୁଃଖୀ ପିଲା ଟିଏ

ମୁଁ ଦୁଃଖୀ ପିଲା ଟିଏ

1 min
326

ମୁଁ ଦୁଃଖୀ ପିଲା ଟିଏ

ଦୁଃଖ ବୁଝିବ ମୋର କିଏ

ପିଲା ବେଳୁ କେତେ ଦୁଃଖ ସହୁଛି

କେହି ମୋର ଆପଣାର ନ ହୋଇଛି

ପାଠ ପଢା ମୁଁ ଛାଡ଼ିଲି

ପର ଦୁଆରେ କାମ କଲି

ଖୁସି କେବେ ନ ପାଉଛି

ପାଇବା ଠୁ ବେଶୀ ହରାଉଛି

ସାଙ୍ଗ ସାଥି କେହି ନୁହେଁ ମୋର

ମୋ ଠାରୁ ସବୁ ହୋଇ ଯାଆନ୍ତି ଦୂର

ଦୁଃଖୀ ହୋଇ ଜୀବନ କାଟୁଛି

ପ୍ରଭୁ ଙ୍କ ପୟରେ ମନ ରଖିଛି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational