STORYMIRROR

Reeta aparajeeta Mohanty

Abstract

3  

Reeta aparajeeta Mohanty

Abstract

ମୁଁ ଭାରତୀୟ ବୋଲି ଗର୍ବିତ -ରୀତା

ମୁଁ ଭାରତୀୟ ବୋଲି ଗର୍ବିତ -ରୀତା

1 min
344

ଗଙ୍ଗା ଯେଉଁ ଦେଶରେ କଳ କଳ ହେଇ ବହିଯାଇଛି

ତାଜମହଲ ପରି ପ୍ରେମର ସ୍ମାରକୀ ଯେଉଁଠି ଅଛି

ମହାତ୍ମା ପରି ବୀର ଯେ ଅହିଂସା ମନ୍ତ୍ର ନେଇ ସ୍ବାଧୀନତା

ଆଣିଦେଲେ ଆମକୁ

ସେଇ ଭାରତର ମୁଁ ନାରୀ ଟିଏ ବୋଲି ଗର୍ବିତ।

ପ୍ରତ୍ୟେକ ଦିନ ଏଠି କିଛି ପର୍ବ ଥାଏ

ନାନା ଧର୍ମ ହେଲେ ବି ସଭିଏଁ ଏଠି ଭଉଣୀ ଭାଇ

ମୁଁ ସ୍ବାଧୀନତା ଦିବସକୁ ଆମର ସବୁଠାରୁ ବଡ଼ ପର୍ଵ ମନେ

ସେଦିନ ଆମେ ଚିନ୍ତା କରିବାର କିଛି କହିବାର ହକ ପାଇଥିଲୁ।ଯେତେବେଳେ ବାଜିଉଠେ ଜାତୀୟ ସଙ୍ଗୀତ

ମୁଁ ବି ମନ ଖୋଲି ଗାଏ

ଜନଗଣ ମନ ଅଧିନାଯକ ଜୟହେ ଭାରତ ଭାଗ୍ୟ ବିଧତା

ଯେଉଁଠି ଥିଲେ ମୁଁ ଛିଡ଼ା ହେଇଯାଏ।

ମୋ ଦେଶର ପ୍ରତି ଟି କୋଣ କୁ ମୁଁ ଭଲପାଏ ଓ ଭଲପାଉଥିବି

ଜୀବନର ଅନ୍ତିମ କ୍ଷଣଯାଏଁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract