STORYMIRROR

Pramila Mohanty

Inspirational

3  

Pramila Mohanty

Inspirational

ମୁଁ ଅନ୍ୟ ଗ୍ରହର ମଣିଷ,,,,,,,,,,

ମୁଁ ଅନ୍ୟ ଗ୍ରହର ମଣିଷ,,,,,,,,,,

1 min
158


ମୁଁ ଏକ ଅନ୍ୟ ଗ୍ରହର ମଣିଷ

ମୋ ହୃଦୟେ ସ୍ନେହ ପ୍ରେମ

ଭାତୃ ଭାବ ହୋଇ ରହିଛି

        ଜୀବନ୍ତ

ରହିଛି ରହିବି ପରସ୍ପର ସହ

    ହୋଇ ସମ୍ମିଲିତ

ଯେଦିନ ବଞ୍ଚି ରହିବି

ଏଇ ଗ୍ରହେ ଯେତେ ଦିନ

ମନ ମୋର ପାଉଥିବ ଶୀତଳ

     ପରଶ

ସେହି ପରଶେ ହୋଇ ମତୁଆଲା

  ଘୂରି ବୁଲିବି ତାରି ବକ୍ଷ

ମୁଁ ଯେ ତାରି ରେଣୁ କଣିକାର

   ଏକ ଅଭିନଵ ସୃଷ୍ଟି

ଏକଥା ହୋଇ ରହିବ ଅଭୂଲା

ଆଙ୍କି ଦେବି ଛବି ତାର

  ମୋରି ହୃଦୟେ

ଯେଉଁ ଦିନ ଯିବି ଛାଡି ଏଇ

ଗ୍ରହ ଛାଡି ଯିବି ମୋର

  ଅଭୂଲା ସ୍ମୃତି ର

   ପଦଚିହ୍ନ

କାଟି ଥିଲି ଯାହା ମୋ

  ପିଲାଦିନ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational