Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ajit Kumar Raut

Abstract

3  

Ajit Kumar Raut

Abstract

ମୁକ୍ତିର ପଥ

ମୁକ୍ତିର ପଥ

1 min
35


କୃଷ୍ଣ ରାମ ନାମ ମୁକ୍ତି ପଥ ପରା

ରାଧା କୃଷ୍ଣ ନାମ ପ୍ରେମ ପ୍ରୀତି ଭରା

ଭାବରେ ଯୁକ୍ତ,

କାମନା ବର୍ଜିତ ଭକ୍ତି ପଥେ ରତ                         

ଆତ୍ମା ପରମାତ୍ମା ହୁଏ ଟି ଜଡ଼ିତ

ଠାବ ସଂଯୁକ୍ତ ।


ଭକ୍ତି ପଥ ଦିବ୍ୟ ପ୍ରଭୁ ଜଗନ୍ନାଥ

ପୁରୀକ୍ଷେତ୍ର ବାନା, ଟାଣୁଛି ଭକତ

ସେହୁ ଅନନ୍ତ,

ଦାରୁବ୍ରହ୍ମ ପ୍ରଭୁ, ରଥ ଯାତ୍ରା ଯାର

ଦିଅନ୍ତି ଦର୍ଶନ କାଳିଆ ଠାକୁର

ବୈକୁଣ୍ଠ ପ୍ରାପ୍ତ ।


ନାମ ଯଜ୍ଞେ ପରା ଗାଆଁର ମଙ୍ଗଳ

ଅନିଷ୍ଟ ଖଣ୍ଡନ ହୁଏ ଟି  ସକଳ

ପାପ ଖଣ୍ଡିତ,

ଭକ୍ତି ପ୍ରୀତି ଶ୍ରଦ୍ଧା ହୁଏ ଅଙ୍କୁରିତ

ଦୁଃଖ କଷ୍ଟ ଦୂର ଟି ଆନନ୍ଦ ପ୍ରାପ୍ତ

ହୁଏ ଜଡ଼ିତ ।



Rate this content
Log in

Similar oriya poem from Abstract