STORYMIRROR

Sudhashree Bhattamisra

Abstract

3  

Sudhashree Bhattamisra

Abstract

ମୁକ୍ତି

ମୁକ୍ତି

1 min
143

ଉଜ୍ବଳତାର ସମାପ୍ତି

ନୁହେଁ ଅସ୍ତ ସୂର୍ଯ୍ୟଟା

ମୁଁ ଵୁଝିଛି ହୃଦୟଙ୍ଗମ

କରିଛି, ନା ସେମିତି

ନୁହେଁ ଆକାଶ କଥା

ଭାବିଛି, ଶିଖିଛି ସୁରୁଜଠୁ

ମାପିଛି ଗଭୀରତା

ପୃଥିବୀଠୁ ମାପିବାକୁ

ଦୂରତ୍ୱ ଆକାଶ

ଏଇ ବୋଧେ ପରିଧି

ଜୀବନର, ଯଦି

ମୋକ୍ଷ ଖୋଜେ

ନିର୍ବାଣ ଖୋଜେ

ଜୀବନଟା କାହିଁକିଯେ

ମୋହଗ୍ରସ୍ତ ଲାଗେ

ସ୍ପୃହା ସବୁ ମରୁ

ପୁନରଜାଗରିତ ନ ହେଉ

ମୁଁ ହୁଅନ୍ତିକି ସତେ ମୁକ୍ତିକାମୀ

ଆଉ ମୁକ୍ତିର ଆଲିଙ୍ଗନରେ

ଭୁଲିଯାନ୍ତି ସବୁକିଛି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

ତମେ

ତମେ

1 min ପଢ଼ନ୍ତୁ

ଜୀଵନ

ଜୀଵନ

1 min ପଢ଼ନ୍ତୁ

ଶବ୍ଦ

ଶବ୍ଦ

1 min ପଢ଼ନ୍ତୁ

ଘୃଣା

ଘୃଣା

1 min ପଢ଼ନ୍ତୁ

ସର୍ତ

ସର୍ତ

1 min ପଢ଼ନ୍ତୁ

ଅନ୍ତ

ଅନ୍ତ

1 min ପଢ଼ନ୍ତୁ

ବାଜି

ବାଜି

1 min ପଢ଼ନ୍ତୁ

Similar oriya poem from Abstract