Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Banishree Upadhyaya

Drama

3  

Banishree Upadhyaya

Drama

ମୁକ୍ତି ର ଆନନ୍ଦ

ମୁକ୍ତି ର ଆନନ୍ଦ

1 min
11.8K


ଜୀବନରେ ଯଦି ମୁକ୍ତି ନାହିଁ 

ଜୀବନ ଦୁଃଖ ମୟ 

ବନ୍ଧନ ମୁକ୍ତ ପ୍ରାଣରୁ 

ବିଷଦ ହୁଏ ଦୁର ।

ମଣିଷ ପଶୁ ପକ୍ଷୀ 

ସମସ୍ତେ ଚାହାଁନ୍ତି ମୁକ୍ତି 

ମହାବଳ ଚାହେଁ ନାହିଁ କେବେ 

ହେବାକୁ ବନ୍ଦୀ ।

ପଞୁରୀ ରେ ଥିବା ପକ୍ଷୀର ମନ 

ପଚାରୁଛ କି କେବେ 

ମନରେ କୋହ ମନରେ ଚାପି 

ଅସହାୟ ହୋଇ ଥାଏ ।

କାତର ହୋଇ ଭଗବାନଙ୍କୁ 

କରୁଥାଏ ଗୁହାରି ।

ଉଧାର କର ହେ ଅଦୃଶ୍ୟ ଶକ୍ତ

ଫାଙ୍କା କର ହେ ପଞୁରୀ ।

ଇଂରେଜ ଶାସନେ 

ସହ ସହ ସଂଗ୍ରାମୀ 

ହୋଇଲେ ବନ୍ଦୀ 

କେତେ ଯେ ନିରୀହ ବନ୍ଦୀରେ ମଲେ 

ଇଂରେଜ ଗଲେ ଛନ୍ଦି ।

ଉପାୟ ନ ପାଇ ବାପୁଜିଙ୍କ

ଅହିଂସା ଅସ୍ତ୍ର ବେଳ 

ଅଗଷ୍ଟ ୧୪ ମଧ୍ୟ ରାତ୍ରିରୁ

ଦେଶ ଛାଡିଲେ କାଳେ।

ଆମ ମାତୃ ଭୂମି ହୋଇଲା ମୁୁକ୍ତ

ତ୍ରିରଙ୍ଗା ଉଡିିିିଲା ଫର ଫର 

ମୁକ୍ତି ର କି ଆନନ୍ଦ ଭାାଇ

ନିଜ ଭାାବ ଅନୁଭବ କର।।



Rate this content
Log in

Similar oriya poem from Drama