ମୁଖେ ଥାଉ ଶିବ ନାମ🌹🌹🌹🌹🌹🌹
ମୁଖେ ଥାଉ ଶିବ ନାମ🌹🌹🌹🌹🌹🌹
ମୁଖେ ଥାଉ ଶିବ ନାମ
ମୁଖେ ଥାଉ ଶିବ ନାମ
ଶିବ ନାମାମୃତ ପାନ କରି ମୋର
ବିତି ଯାଉ ନିଶି ଦିନ।
ମୁଖେ ଥାଉ ଶିବ ନାମ
ଓଁ ନମଃ ଶିବାୟ ଏହି ପଞ୍ଚାକ୍ଷର
ରଟେ ମୋ ରସନା ମୁଖେ ନିରନ୍ତର
ଜନ୍ମ ଜନ୍ମାନ୍ତର ପାତକ ନାଶିବି
ସାର୍ଥକ ହେବ ଜୀବନ।
ମୁଖେ ଥାଉ ଶିବ ନାମ
ସଙ୍କଟ ନାଶକ ଶିବ ଶଙ୍କର
ବିଶ୍ୱାସ ରଖିଛି ତାଙ୍କ ପୟର
ଲୋଡା ନାହିଁ ଧନ ଲୋଡା ନାହିଁ ଜନ
ଶିବ ହିଁ ମୋହର ପ୍ର।ତ ।