STORYMIRROR

Pramila Mohanty

Inspirational

2  

Pramila Mohanty

Inspirational

ମୁହୂର୍ତ୍ତଠଠଠଠ

ମୁହୂର୍ତ୍ତଠଠଠଠ

1 min
112


ମୁହୂର୍ତ୍ତ କୁ କିଏ ପାରିଛି କିି  ଧରି 

ସେତ ଅଟଇ ଅଜୟ ଅମର କେବଳ ଘଣ୍ଟାକଣ୍ଟାର ନମୁନିତ

ପରିଭାଷା

କାହାକୁ କନ୍ଦାଏ କାହାକୁ

ହସାଏ ଲୁଚାଇ ଦିଏ ନେଇ

ନିଜର ତରଙ୍ଗାୟିତ ଗତି

ପଥରେ ଭୂଲାଇ ରଖେ

 ହୃଦୟ ର ବେଦନା

ଗତି ତାର ଅବିରାମ

ନିମିଷ ମୁହୂର୍ତ୍ତ କେବେ ବି

ଅଟକି ରହେନା

କିଏ କେଉଁ ପରିସ୍ଥିତିରେ

ଗତି କରେ କେତେ ଜଟିଳ

କେତେ ସରଳ ସମସ୍ୟାର

ମୂକସାକ୍ଷୀ କାହାକୁ କିଛି

କହେନା

ମୁହୂର୍ତ୍ତର ଗତିପଥ ଭାସି

ଭାସିଯାଏ ତାରି ସାମର୍ଥ୍ୟ

କଳିହୁଏନା

କାଟି ବାକୁ ହୃଏ ଦିନ

ବଞି ବାକୁହୁଏ

ଭୋଗିବାକୁ ହୁଏ ଯନ୍ତ୍ରଣା

କେବଳ ଯୋଗାଇ ଥାଏ ପ୍ରେରଣା ଆଊ ଊନ୍ହାଦନା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational