ମତଲବି ବଦ୍ଧୁ
ମତଲବି ବଦ୍ଧୁ
ବଦଳୁଚି ଜୀବନ
ବଦଳୁଛି ମଣିଷ।
ଦୁନିଆର ଭିଡ ଭିତରେ
ଯେବେ ହଜିଯାଇଛି
ଆପଣାର ଚେହେରା
ମୁଁ ଖୋଜୁଛି ମତଲବି
ମଣିଷ ଭିତରେ ,
ପ୍ରକୃତ ବଦ୍ଧୁତା,
ଯାହା ସାଥିରେ ଚାଲିଲେ
କେବେ ବାଟ ସରିଯାଏ,
କଥା ହେଉଥିଲେ
କେବେ ସଞ୍ଜ ନଇଁଯାଏ,
କଣ ଫେରିବ ସେ ସମୟ
ନା ବଦଳିବ ବଦ୍ଧୁତା ର ଅର୍ଥ।
