Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gouri Panda

Abstract

2  

Gouri Panda

Abstract

ମୃତ୍ୟୁ

ମୃତ୍ୟୁ

1 min
116


ଭରିଦିଏ ମନରେ ଅଶାନ୍ତି କେତେ

ମୃତ୍ୟୁ ନାମ ଶୁଣି ଭୟଭୀତ ସେତେ

କାହା ଅଗଣା ର ଅତିଥି ସେ କେବେ 

ଜାଣିଦେଲେ ପ୍ରାଣୀ ଆତଙ୍କିତ ହେବେ

କାହାକୁ ଛାଡିନି ଏ ଧରା ଧାମରେ

ପରିଚିତ ସବୁ ମୃତ୍ୟୁ ର ନାମରେ

ଜନ୍ମ ହେଲେ ମୃତ୍ୟୁ ହୁଏ ତ ନିଶ୍ଚୟ 

ଭାଗ୍ୟ, ଭଗବାନ ହୁଏନି ସହାୟ

ମୃତ୍ୟୁ ତ ଆମର ସାଥି, ସହୋଦର 

ମୃତ୍ୟୁ ର ଆତଙ୍କେ କିଆଁ ଲାଗେଡର

ମୃତ୍ୟୁ ହେ, ତୁମେ ସତ୍ୟ ଚିରନ୍ତନ 

ମୃତ୍ୟୁ ପାଖରେ ହାରେ ଭଗବାନ



Rate this content
Log in

Similar oriya poem from Abstract