STORYMIRROR

Manaswinee Dash

Tragedy

3  

Manaswinee Dash

Tragedy

ମରିଗଲା ପରେ ବି ମୁଁ ବଞ୍ଚିଛି

ମରିଗଲା ପରେ ବି ମୁଁ ବଞ୍ଚିଛି

1 min
173

ମୁଁ କେବଳ ଶରୀର ତ୍ଯାଗ କରିଛି, 

ଆତ୍ମା ମୋର ଏବେବି ସେଇଠି ଅଛି, 

ତୁମ ଚାରିପାଖରେ ଘୁରୁଛି, 

ମୁଁ ମରିନି ମୁଁ ବଞ୍ଚିଛି। 


ବଞ୍ଚିଛି ଘରର ପ୍ତତିଟି କୋଣରେ, 

ଯଉଠି ରହିଛି ମୋର ପରଶ ଅଣୁରେ। 

ମୁଁ ବଞ୍ଚିଛି ମୋର ସେଇ ପୁରୁଣା ଜାମାରେ, 

ମୋର ବହିରେ। 


ମୋର କାରୁ କାର୍ଯ୍ୟ, କଳା କୃତି, 

ଦେଖିଛ ତୁମେ ନିତି, 

ସେଇଠି ରଖିଛି ମୋ ଅନୁଭବ ସାଇତି, 

ମୁଁ ବଞ୍ଚିଛି ସେମିତି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy