Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Alhadini Panigrahi dash

Classics

3  

Alhadini Panigrahi dash

Classics

ମୋର୍ ସାଙ୍ଗର୍ ଜୁଲି

ମୋର୍ ସାଙ୍ଗର୍ ଜୁଲି

1 min
139



ବଢେ ଟେ ଉଷତ୍ ଲାଗୁଛେ ଗୋ ଆଜି

  ସାବିତ୍ରୀ ବର୍'ତ କରିଛେଁ ବୋଲି

ଭୋକ୍ ,ଶୋଷ୍ ସତେ ମୁଟେ ବାଧେ ନାଇଁ

  ନାଇଁ ସାରଲେ ଗୋଡ୍ ଧୁଇ ା୧ା


କେଭେ ନାଇଁ ମାଗି ନୂଆଁ ଶାଢୀ ମୁଇଁ

  ଇଟା ଘିନି ଦିଅ ବୋଲି

ଫି' ବଛର୍ ଥରେ ଭାବ୍ ନୂଆଁ ହେସି

 ମହକିସି ମନ ର୍ ଖୁଲି

ଲକ୍ଷ୍ମୀ,ନାରାୟଣ କୁରପା ଥାଉନ୍ କରି

  ପାଖେ ଥାଉନ୍ ସାଙ୍ଗର୍ ଜୁଲି ା


Rate this content
Log in

Similar oriya poem from Classics