Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijoy Jena

Classics Inspirational

3  

Bijoy Jena

Classics Inspirational

ବୟସ ଖସିଲା

ବୟସ ଖସିଲା

1 min
126



ବୟସ ଖସିଲା ମାଦକତା ଗଲା

       ସରି ସରି ଆସେ ଦିନ 

ପଛ କଥା ଆଉ ନ ଭାବି ମନରେ

       ଚିନ୍ତେ ତୋ ଚକାନୟନ।

ଯଉବନ କାଳେ ମଦ ମତ୍ତ ହୋଇ

        କରୁଥିଲି ହେୟ ଜ୍ଞାନ

ସେ ସବୁ ହେଲାଣି ମୋ ପାଇଁ ଅତୀତ

        ତୁମ ଠାରେ ନିତି ଧ୍ୟାନ।

କରିଥିବା କର୍ମ ପ୍ରାୟଶ୍ଚିତ ରୂପେ

        ଭୋଗୁଅଛି ତାର ଫଳ

ନୀଳ କନ୍ଦର ରେ ତୁ ପରା କାଳିଆ

         ଦେଉ ଥାରେ ମୋତେ ବଳ।

ଜାଣି ସାରିଲିଣି ମରଣ ସୂଚନା

        ତୋ ନାମ ହେଉଛି ଗୁଣି

ତଥାପି ମନରେ ଆଶା ରଖିଅଛି

         ପାର ହେବି ତରଙ୍ଗିଣୀ।

ମୋ ଆଖିର ଲୁହ ହୃଦୟ ବେଦନା

        କରିଦେଲି ସମର୍ପଣ

ସଜ ହେଉଥିବ ମୋ ପ୍ରାଣର ଆତ୍ମା

        ତୋ ପାଖରେ ହେବ ଲୀନ।



Rate this content
Log in

Similar oriya poem from Classics