STORYMIRROR

Mithun Sahu

Romance Tragedy

2  

Mithun Sahu

Romance Tragedy

ମୋର ଏଇ ସତ ପ୍ରେମକୁ

ମୋର ଏଇ ସତ ପ୍ରେମକୁ

1 min
2.1K


ଭୁଳିବାକୁ ଯେତେ ପ୍ରୟାସ କରୁଛି
ମନେପଡ ସେତେ ଆହୁରି,
ତୁମେପରା ସାଥୀ ଛାତିତଳେ ଥିବା
ହୃଦୟ ସାଜିଛ ମୋହରି,,
ବୁଝିପାରନାହିଁ କେମିତି ଗୋ ତୁମେ
ଭଲପାଏ ବୋଲି ତୁମକୁ,
ଥରୁଟିଏ ଖାଲି ପଚାରି ଗୋ ଦେଖ
ତୁମର ଯେ ସେଇ ମନକୁ,,
ଭାବୁଛି ନିଶ୍ଚୟ ବୁଝିତ ପାରିବ
ମୋର ଏ ମନର କଥାକୁ,
ଦିନେନା ଦିନେତ ସ୍ୱୀକାର କରିବ
ମୋର ଏଇ ସତ ପ୍ରେମକୁ,,

ମିଥୁନ୍ ସାହୁ
ମାଳ ତେନ୍ତୁଳିଆ, ପୋଲସରା, ଗଞ୍ଜାମ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance