STORYMIRROR

Mithun Sahu

Abstract

2  

Mithun Sahu

Abstract

"ଛଳନା"

"ଛଳନା"

1 min
431

ହାରି ମୁଁ ଯାଇଛି ପ୍ରେମର ବାଜିକୁ

  ତୋ ପ୍ରେମରେ ଅନ୍ଧହୋଇ,

ଜାଣି ମୁଁ ପାରିଛି ଛାତିତଳେ ତୋର

  ହୃଦୟ ହିଁ ଜମା ନାହିଁ

ପ୍ରେମକୁ ମୋହର କାଗଜ ଟେ ଭାବି

  ଚିରିକି ଫୋପାଡ଼ିଦେଲୁ,

ବିଶ୍ୱାସରେ ମୋର ବିଷଦେଇ ସତେ

  ଭାଙ୍ଗିଦେଇ ଚାଲିଗଲୁ

ଜୀବନରେ ମୋର ତତେହିଁ କେବଳ

   ସବୁକିଛି ଭାବିଥିଲି,

ପ୍ରେମ ନୁହେଁ ସିଏ ଛଳନା ଯେ ଥିଲା

  ଆଜି ମୁଁ ବୁଝିପାରିଲି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract