STORYMIRROR

Mithun Sahu

Inspirational

2  

Mithun Sahu

Inspirational

ନିରବତା ଭାଙ୍ଗି ଦିଅ

ନିରବତା ଭାଙ୍ଗି ଦିଅ

1 min
13.9K


ହସିଦେଇ ଟିକେ ମୋ ଆଡ଼କୁ ଚାହଁ

ଥରୁଟିଏ କଥା ମାନ

ରାଗ ରୁଷା ସବୁ ଭୁଲିଯାଅ ପ୍ରିୟା

କରନାହିଁ ଅଭିମାନ।।

ଉଦାସୀ ଚେହେରା ଦେଖିଲେ ତୁମର

ଭଲ ଲାଗେ ନାହିଁ ସତେ

କି ଦୋଷ କରିଛି ତୁମରି ପାଖରେ

କହିବ କି ଥରେ ମତେ ?।।

ଗୋଲାପୀ ଓଠରେ ମିଠା ମିଠା ତୁମେ

କଥା ପଦେ କହିଦିଅ

ନିରବରେ ଆଉ ରୁହ ନାହିଁ ପ୍ରିୟା

ନିରବତା ଭାଙ୍ଗିଦିଅ।।


Rate this content
Log in

Similar oriya poem from Inspirational