Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sudhashree Bhattamisra

Inspirational

4.0  

Sudhashree Bhattamisra

Inspirational

ମୋପାଇଁ

ମୋପାଇଁ

1 min
137


ମୋ ପାଇଁ ରଜନୀ ଏବେ ଦିବସଟା

ମୋପାଇଁ ସଞ୍ଜ ଏବେ ସକାଳଟା

ସୁରୁଜ ଜଳିଲେ ବି ମୋ ପାଇଁ l

ପୃଥିବୀ ଅନ୍ଧାର, ଅଜସ୍ର ଭଲ ପାଇବା

ଢାଳି ଦେଲା ପରେ ମୁଁ ଏବେ ଘୃଣାର ପାତ୍ରୀ

ନିତି ନିତି ପିଏ ଏଠି ଘୃଣାର ଜହର l

କହିବାକୁ ସାଧ୍ୟ ନାହିଁ ମୋର

ମୁଁ ପାଲଟେ ଯନ୍ତ୍ର ମାନବ

ବ୍ରତୀ ହୁଏ, ସନ୍ଧାନ କରେ l

ସତ୍ୟର ଅନ୍ୱେଷଣ ରେ

ଖୋଜେ ଖାଲି ତମେ l


Rate this content
Log in

Similar oriya poem from Inspirational