STORYMIRROR

Gouttam kachim

Abstract

3  

Gouttam kachim

Abstract

ମୋବାଇଲ୍ ପାଠ ପଢା

ମୋବାଇଲ୍ ପାଠ ପଢା

1 min
192

କରୋନା ଆସିଲା,

ସବୁଠି ପଶିଲା,

କରିଦେଲା ସେତ,

ହାହାକାର,

ସ୍କୁଲ ବନ୍ଦ କଲା,

ପଢ଼ିବା ରୋକିଲା,

ପଢ଼ା ନ ହୋଇଲା,

ପିଲାଙ୍କର ।

ଅନ ଲାଇନେ ପଢ଼ିବାକୁ,

ଆଇନ ଟା କଲେ ସରକାର,

ପଢ଼ିବାର ପାଇଁ ପିଲାଏ ବସିଲେ,

ମୋବାଇଲ ଧରି ଅଗଣାର,

ଅପହଞ୍ଚ ହେଲା ଟାୱାର,

ପାଠ ପଢା ଅଧା କଟି ଯାଉଥିଲା,

ବାଧା ଉପୁଜିଲା ପଢ଼ିବାର।

ପିଲାଙ୍କ ହାତକୁ ମୋବାଇଲ,

ହସ୍ତଗତ ହେଲାଦିନୁପିଲା,

ୟୁ ଟ୍ୟୁବ୍ ଦେଖିଲେ,

ଫ୍ରି ଫାୟାର ଖେଳିଲେ,

ପାଠ କୁ ଦେଲେନି ନଜର ,

ପାଠ ବୋଲି କେହି ଜମା ନ ଜାଣନ୍ତି,

ରିଚାର୍ଜ ଖର୍ଚ୍ଚ ଗଲା ବେକାର

ରିଚାର୍ଜ ଖର୍ଚ୍ଚଗଲା ବେକାର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract