STORYMIRROR

Debabrata Barik Debunu

Abstract

2  

Debabrata Barik Debunu

Abstract

ମୋ ସୁନା ଭାଇ

ମୋ ସୁନା ଭାଇ

1 min
120

ଜୀବନ ଧନ ମୋ 

ଦେବୁନ ସୁନା ଭାଇ

ସ୍ନେହ ପ୍ରେମର ଏ ସମ୍ପର୍କ

ସବୁଠୁ ସୁନ୍ଦର ସୃଷ୍ଟି ଏ ସଂସାରେ

ମୋ ଭାଇ ପରି କେହି ନାହିଁ....

ଭଲ ରେ ମନ୍ଦରେ ସବୁ ବେଳେ ଅଛି

ତୋ ଭଉଣୀ ପରା ତୋ ପାଖରେ...


ତୋ ପାଇଁ ନାନୀ ଲୋ

ଜୀବନ ଦେବୀ ମୁଁ ବାଜି

ଦୁନିଆ ସହିତ ଲଢ଼ି ମୁଁ ପାରିବି

ତତେ ଦେବା ପାଇଁ ଟିକେ ଖୁସି 

ଅକାଶ ରୁ ବି ଚୋରେଇ ଆଣିବି

ତାରା ଜହ୍ନ ମୋତି ମାଣିକ 

ତୋଅରି କୋଳରେ ଶୋଇ ମୁଁ ପଡିବି

ଭୁଲି ଯିବି ସବୁ ଦୁଃଖ

ଜୀବନ ଆମର ରହିଛି ଏମିତି

ଦେଖି ଜଳୁ ଥିବେ ସବୁ ଲୋକ...


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract