STORYMIRROR

Reeta aparajeeta Mohanty

Abstract

2  

Reeta aparajeeta Mohanty

Abstract

ମୋ ସଙ୍କଳ୍ପ -ରୀତା ଅପରାଜିତl ମହାନ

ମୋ ସଙ୍କଳ୍ପ -ରୀତା ଅପରାଜିତl ମହାନ

1 min
462

ପୁଣ୍ୟଭୂମି ଭାରତ ରେ ମୋର ଜନ୍ମ

ଯେଉଁ ଦେଶର ପ୍ରତି ଟି କୋଣ ରେ

ବୀରତାର ଗାଥା ଗାଏ

ଯେଉଁଠି ଝାନସି ରାଣୀ ଲକ୍ଷ୍ମୀବାଇ ଜନମି ଥିଲେ

ସେ ଦେଶରେ ମୋର ଜନ୍ମ

ଦେଶ ପାଇଁ କିଛି କରିବାର ଇଚ୍ଛା ଥିଲା

ତେଣୁ ସାଜିଲି ଲେଖିକା

ସାଧାରଣ ଜନତାଙ୍କ ବେଦନା ଯନ୍ତ୍ରଣା

ମୋ କବିତା ର କଥା

କେବେ ଭିକ୍ଷା କରୁଥିବା ଝିଅ ଟି

ମୋ କବିତା ର ନାୟିକା ସାଜେ

କେବେ କେଉଁ କାମବାଲୀ

କେବେ ବୟସ୍କ ଜୀବନର ବ୍ୟଥା

ଅନ୍ୟ କୁ ସାହାଯ୍ୟ କରିବା ର ମୋ ସଙ୍କଳ୍ପ ମୁଁ ସଦା

କରି ଆସିଛି

ମୁଁ ସବୁବେଳେ ସମସ୍ତଙ୍କୁ ହସେଇବାକୁ ଚାହେଁ

ସମସ୍ତଙ୍କ ଜୀବନରେ ଖୁସି ଭର ପ୍ରଭୁ

ଆସୁଥିବା ନୂଆ ବର୍ଷ

ସମସ୍ତଙ୍କ ପାଇଁ ହର୍ଷ ଉଲ୍ଲାସ ଭରା ହେଉ

ସର୍ବେ ଭବନ୍ତୁ ସୁଖୀନ

ସର୍ବେ ସନ୍ତୁ ନିରାମୟ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract