ମୋ ସ୍ବପ୍ନ
ମୋ ସ୍ବପ୍ନ
ମୁଁ ଦେଖିଛି ' ଦେଖିଛି ମା ସ୍ବପ୍ନ
ମୁଁ ଦେଖିଛି ଦେଖିଛି ମା ସ୍ବପ୍ନ,
କୁରୁବଂଶ ପରି ନାଶ ଯିବେ ସବୁ,
ଲକ୍ଷ ଲକ୍ଷ ମୃତ ଦେହ ।
ଖଣ୍ଡବିଖଣ୍ଡିତ ଅଙ୍ଗପ୍ରତ୍ୟଙ୍ଗ,
ରକ୍ତ ରଞ୍ଜିତ କେଶ ଓ ଖପୁରୀ,
ମସ୍ତକ ଶୂନ୍ୟ ଶରୀର,ଶରୀର ଶୂନ୍ୟ ମସ୍ତକ,
ବିଦୀର୍ଣ୍ଣ ବକ୍ଷ ।
ହୃଦୟ ହୀନ ଛାତି,
ଦଳିତ ମନ୍ଥିତ ଖଣ୍ଡ ବିଖଣ୍ଡିତ ମାଂସ,
କେବଳ ଶବ,ଠାଏଁ ଠାଏଁ,,
ହେନ୍ତାଳ ର ବିଭସ୍ଛ ଚିତତ୍କାର ।
ଶୃଗାଲଙ୍କ ଭୀଷଣ ଗହଳି,
ଶ୍ରାଗୁଣାଙ୍କ ବିକଟ ସିବିତ୍କାର,
Pok ଦେଇଦେ ଦେଇଦେ ।
ବୁଝିଯା ବୁଝିଯା,
ମୋ ସ୍ବପ କେବେ ହୁଏନି ବିଫଳ,,
ତୋ ପରିବାର ,ହୋଇଯିବେ ବିଧବା ଶ୍ରୀହୀନ,
ପିତା ଶୂନ୍ୟ ହେବେ ତୋ ସନ୍ତାନ,
ରାଜା ଶୂନ୍ୟ ହେବ ତୋରି ଗଡ଼ ।
ସମୟର ନାହିଁ ରେ ଥମିବା,
ଯଦି ଗଡିଯିବ ଶ୍ରୀକୃଷ୍ଣଙ୍କ ଚକ୍ର,
ଯଦି ବାଜିଯିବ ଶଙ୍ଖ ହେବୁ ଛିନ୍ନଛତ୍ର ।
ନଥିବେକେହି ତୋହର ଜଣେ ବି ଆପଣା,
ବୁଝିଜାରେ ପାକିସ୍ଥାନ ,
ଜାଣି ଜାଣି ହେଉ କି ଅଜଣା ।
