STORYMIRROR

Aishwarya Mishra

Fantasy

2  

Aishwarya Mishra

Fantasy

ମୋ ସାଇକେଲ୍

ମୋ ସାଇକେଲ୍

1 min
3.2K

ଲାଗିଛି ମୋ ସାଇକେଲ୍ ରେ ଦୁଇଟି ପକ୍ଷୀ

ତା' ସାଥେ ମୁଁ ଦୂର ଦେଶ ବୁଲି ଯିବି ଟି


ଲୋଡା ନାହିଁ ଟଙ୍କା ମୋର ଅବା ପେଟ୍ରୋଲ

ପବନ ସହ ମିଶି ଉଡେ ମୋ ସାଇକେଲ


ସାଇକେଲ୍ ଧରି ମୁଁ ଯିବି ତ ଉଡି

କିଏ ମୋତେ ଆଉ ପାରିବେନି ତ ଧରି


ଆକାଶରେ ଉଡି ଉଡି ବୁଲିବି କେତେ

ତାଳକୁ ତାଳ ମିଶାଇ ପବନ ସାଥେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy