STORYMIRROR

Reeta aparajeeta Mohanty

Abstract

2  

Reeta aparajeeta Mohanty

Abstract

ମୋ ପ୍ରଥମ ପ୍ରେରଣା ମୋ ମା -ରୀତା

ମୋ ପ୍ରଥମ ପ୍ରେରଣା ମୋ ମା -ରୀତା

1 min
314

ମୋ ଜୀବନରେ ମୁଁ ଯାହା ହେଇଛି

ମୋ ମାଙ୍କ ପ୍ରେରଣା ରୁ

ସେ ସବୁବେଳେ ମତେ ଆଗେଇବାକୁ

ପ୍ରେରିତ କରନ୍ତି

ସେ ମୋ ପାଇଁ

ଚଳନ୍ତି ଦେବୀ ପ୍ରତିମା

ନାଁ ଯେମିତି ଶାନ୍ତି ଲତା

ଦେଖିବାକୁ ମଧ୍ୟ ଦେବୀ ପରି

ବ୍ୟବହାର ସରଳ,ମାର୍ଜିତ

ସେ ସ୍କୁଲ ମୋ ଗୁରୁମା

ଘରେ ପୁରା ପୁରି

ସ୍ନେହୀ ମା

ସେ ଆଜି ବି ମୋର ପ୍ରତି ପଦକ୍ଷେପରେ

ଆଶୀର୍ବାଦ ଢାଳିଦିଅନ୍ତି

ଦୁଇ ପୁଅରେ ଗୋଟିଏ ବୋଲି ନୁହେଁ

ଝିଅ ଟିଏ ବୋଲି ମତେ ଏତେ ଭଲ ପାଆନ୍ତି

ମତେ ପାଇ କନ୍ୟା ଦାନର ପୁଣ୍ୟ ପାଇବେ

ସେ ଖୁସି ରେ ସେ ସଦା ବିଭୋର

ମତେ ଯେତେ ଜନ୍ମ ମିଳୁ

ତାଙ୍କ ପରି ମା ମିଳୁ

ବାପା ଙ୍କ ପରି ବାପା ମିଳୁ

ଏ ଜଗନ୍ନlଥ ତୁମେ ପାଦ ତଳେ ମୋର ଏତିକି ଗୁହାରୀ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract