STORYMIRROR

Reeta aparajeeta Mohanty

Abstract

2  

Reeta aparajeeta Mohanty

Abstract

ମୋ ପ୍ରିୟ ଭ୍ରମଣ ର ସ୍ଥାନ -ରୀତା

ମୋ ପ୍ରିୟ ଭ୍ରମଣ ର ସ୍ଥାନ -ରୀତା

1 min
398

ଅନେକ ସୁନ୍ଦର ସୁନ୍ଦର ସ୍ଥାନ

ମତେ ବହୁତ ଭଲ ଲାଗେ ବୁଲିବାକୁ

ମୋ ପ୍ରିୟ ଜାଗା

ଇଟାଲୀ ,ରୋମ କି ,ସ୍ପେନ

ସେ ସବୁ ଜାଗା କୁ ମୁଁ ଭଲପାଏ

ହେଲେ ଉପରିଆ

କାହାର ଖାଦ୍ୟ ଭଲ ଲାଗେ ତ

କେଉଁଠିକ ଖାଇବା ବହୁତ ଭଲ

ହେଲେ ପ୍ରକୃତ ରେ ମୋର ପ୍ରିୟ ସ୍ଥାନ

ନୀଳାଚଳ ଧାମ

ସେ ଦାଣ୍ଡ ରେ ପାଦ ଦେଲେ

ମନ ରୋମlଞ୍ଚ ରେ ଭରିଯାଏ

ପ୍ରଭୁ ତୁମ ଆଖିଦେଖି

ମୁଁ କେଉଁଠି ହଜିଯାଏ

ମୁଁ ବାରମ୍ବାର ତୁମ ପାଦ ତଳେ ନିଜକୁ ପାଏ

ମୁଁ ସବୁବେଳେ ଆସିବlକୁ

ଚାହେଁ ନିରାପଦ ଜାଗା କୁ

ସେ ଅଭଡ଼ା ଭୋଗ ରେ ଆତ୍ମା

ତୃପ୍ତ ହୁର

ହେ ପ୍ରଭୁ ସବୁ ଭକ୍ତଙ୍କୁ ଘଣ୍ଟା ଘୋଡ଼ି ରଖ

ଜୟ ଜଗନ୍ନାଥ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract