Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Reeta aparajeeta Mohanty

Inspirational

4.8  

Reeta aparajeeta Mohanty

Inspirational

ମୋ ପରିବାର -ରୀତା ଅପରାଜିତା

ମୋ ପରିବାର -ରୀତା ଅପରାଜିତା

1 min
382


ଏଠି ବାପା ଅନ୍ତର ଆକାଶ ଠାରୁ ବେଶୀ ବିଶାଳ

ମା ର ପଣତ ଧରଣୀ ପରି ବହୁତ ଲମ୍ବା

ଜେଜେମା ର କାହାଣୀ ମୁଣି

ନଡ଼ିଆ ଲଡୁ ଲାଗେ ଭାରି ମିଠା

ଜେଜେଙ୍କ ପୁରୁଣ ମହାଭାରତ ବହୁତ ଶିକ୍ଷଣୀୟ

ଦୁଇ ଭାଇ ସ୍ନେହର ସାଗର

ଅନ୍ତର ସେଚ୍ଚ ପବିତ୍ର ତାଙ୍କର।

ଏ ଘର ଏରୁଣ୍ଡି ଡେଇଁ

ନୂଆ ପରିବାର ପାଇଲି

ସ୍ଵାମୀ ରୂପେ ଭଲ ବନ୍ଧୁ

ଆଉ ଗୋଟେ ବାପା ମା ବି

ପାଇଲି ।

ହେଲେ, ଏବେ ମନେପଡେ ମୋ ପରିବାର

ମୋ ପିଲା ଦିନ

ସେଇ ଗାଁ ପାଖ ଜହ୍ନ

ମୁଁ ଦୁହିତl ଦୁଇ କୁଳ କୁ ହିତା

ଦୁଇ ମୋର ମାତା ପିତା

ସ୍ନେହ ସୁତାରେ ଗୁନ୍ଥା ।



Rate this content
Log in

Similar oriya poem from Inspirational