STORYMIRROR

Sunanda Mohanty

Romance Classics Others

4  

Sunanda Mohanty

Romance Classics Others

ମୋ ପ୍ରେମ

ମୋ ପ୍ରେମ

1 min
210

ମହାଭାରତର କର୍ଣ୍ଣ ଚରିତ୍ର 

ମୁଁ ଏଵେ ବି ଭଲପାଏ 

ଦାନରେ ପରାକ୍ରମ ବୀର ଶ୍ରେଷ୍ଠ 

ନୀତିଶିକ୍ଷା କେତେ ପାଏ ।

ବନ୍ଧୁ ପ୍ରେମେ ଅନ୍ଧ ନୁଁହ ବରଂ ମିତ୍ରତା 

ବାନ୍ଧିରଖିଲା ତୁମକୁ ଯିଏ 

ସବୁଜାଣି ବି ଦେଇଦେଲ ରକ୍ଷାକବଚ, 

ମମତା ନଥିଲା ସାଂସାରିକ ଶୁଖ ପାଏ 

ମର୍ତ୍ତ୍ୟ ମଣ୍ଡଳେ ଦେହ ଧରି ଦେବତା ହେଲେ ବି ମରଇ 

ଏକଥା ଜାଣିଥିଲେ ସିଏ 

ଅପମାନର ପ୍ରତିଦାନ ଅପମାନରେ ଦିଆ ଯାଏ 

ବୀରତ୍ୱର ପରାକାଷ୍ଠା ଦେଖେଇଲେ ଯିଏ 

ସତରେ ତାଙ୍କୁ ମୁଁ ଭାରି ଭଲପାଏ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance