STORYMIRROR

Ranjan Kumar Brahma

Inspirational

5.0  

Ranjan Kumar Brahma

Inspirational

ମୋ ନିଜ ପାଇଁ ସମୀକ୍ଷାଟି

ମୋ ନିଜ ପାଇଁ ସମୀକ୍ଷାଟି

1 min
12.9K



କିଏ ସେ ପରୀ


କିଏ କାହା ପରି


ବୁଝି ହୁଏନା ଆଜି ।


ମଣିଷ ସାଜୁଛି


ପିଶାଚ ରାକ୍ଷସ


ନିଜ ପିଲାଙ୍କୁ ହାତରେ ମାଜି ।।୧।।


ଥିଲି ମୁହିଁ ଦିନେ


ନିଷ୍ପାପ ବାଳୁତ


ଯେବେ ଭାବି ବସିବ ଏ ଜାତି ।


ଅନ୍ୟର ଯତନ


ସେନେହ ଶରଧାକୁ


ହେଜି ସନମାନେ କରିବ ପୂଜି ।।୨।।


ଆଜି ଏ ପ୍ରତିଷ୍ଠା


ମୋହରି ନୁହେଁ


ଅନ୍ୟର ଦାନ ଆଶୀର୍ବାଦ ।


ଅବିକଳ ମୁହିଁ


ଆଶୀର୍ବାଦ ହେବି


ଭାବିବିନି କେବେ ପାପ ।। ୩ ।।




ରଞ୍ଜନ କୁମାର ଵ୍ରହ୍ମା

( ଶିକ୍ଷକ -CRCC, ଚିକିଟୀ ଗଡ଼ )


இந்த உள்ளடக்கத்தை மதிப்பிடவும்
உள்நுழை

Similar oriya poem from Inspirational