STORYMIRROR

Maa ke bina sab kuch adhuri hai

Classics Inspirational

4  

Maa ke bina sab kuch adhuri hai

Classics Inspirational

ମୋ ମାଆ

ମୋ ମାଆ

1 min
288

ମୋ ମାଆ ଠୁ ସୁନ୍ଦର କେହି ନାହିଁ 

ମୋ ମାଆ ହାତ ରନ୍ଧା କେବେ ଠୁ ଖାଇ ନାହିଁ..

ମୋ ମାଆ ର କଥା କେବେ ଠୁ ଶୁଣି ନାହିଁ 

ମୋ ମାଆ ର କୋଳ ରେ କେବେ ଠୁ ସୋଇ ନାହିଁ


ମୋ ମାଆ ର ପଣତ ରେ କେବେ ଠୁ 

ମୁହଁ ମୋ ପୋଛି ନାହିଁ 

ମୋ ମାଆ ଠୁ ଧନ ଡାକ କେବେ ଠୁ ଶୁଣି ନାହିଁ 

ମୋ ମାଆ ଠୁ ନିଜର କେହି ନାହିଁ ।


ଦୁଃଖ ମୁଁ ସହି ପାରୁ ନାହିଁ 

ମୋ ମାଆ ର ଚିତା ମୋ ଆଖି ରୁ ଲିଭେ ନାହିଁ 

ମୋ ବୋଉ ର କଥା ଲିଭିଗଲା 

ମୋ ସ୍ବପ୍ନ ସବୁ ମଉଳିଗଲା ।



Rate this content
Log in

Similar oriya poem from Classics