STORYMIRROR

Maa ke bina sab kuch adhuri hai

Classics

4  

Maa ke bina sab kuch adhuri hai

Classics

ବୋଉ

ବୋଉ

1 min
368

ଶୋଇଥିଲି ମୁଁ ଉଠି ପଡିଲି 

ଛାଇ ନିଦ ଟିକେ ଆସିଥିଲା 

କୋଉଠି ଅଛୁ ତୂ ମୋ ବୋଉଲୋ 

ତୋ ହସ ହସ ମୁହଁ ଝାପ୍ସା ଦିଶୁଥିଲା ।


କୁଆଡେ ଗଲୁ ତୂ ବୋଉଲୋ 

ଆଜି ତତେ ପାଏନାହିଁ 

ସନ୍ଧ୍ୟା ହେଲେ ତତେ ଖୋଯେଲୋ 

ଆକାଶ କୁ ଦେଖି ତାରା ମାନଙ୍କ ରେ ମୁହିଁ ।


ପାଞ୍ଚ ମାସ ହେଲା ବୋଉଲୋ କୁଆଡେ 

ତୂ ଚାଲିଗଲୁ 

ଝୁରି ଝୁରି ଆମେ ରହିଲୁ ବୋଉଲୋ 

ବୋଉ ଆଉ ତୂ ନ ଫେରିଲୁ ।



Rate this content
Log in

Similar oriya poem from Classics