STORYMIRROR

Maa ke bina sab kuch adhuri hai

Classics

4  

Maa ke bina sab kuch adhuri hai

Classics

ବୋଉ

ବୋଉ

1 min
325

ଆଜି ଆଖି ରେ ନିଦ ତ ବହୁତ ଅଛି 

ହେଲେ ଶୋଇବା ପାଇଁ ମୋ ବୋଉ ର କୋଳ ଟିକିଏ ନାହିଁ....


ଆଜି ଖାଇବା ତ ମନ ପସନ୍ଦ ର ବହୁତ ସାରା ଅଛି ହେଲେ ସେଥି ରେ ମୋ ମାଆ ହାତ ରନ୍ଧା ର ବାସ୍ନା ନାହିଁ...


ଆଜି ଘର ଭିତରେ ଲୋକ ତ ବହୁତ ସାରା ଅଛନ୍ତି ହେଲେ ମୋ ବୋଉ ର 

ସ୍ନେହ ବୋଳା କଥା ପଦେ ଶୁଭା ହୁଏ ନାହିଁ..


ଆଜି ଅନ୍ଧାର ରେ ଡର ଭୟ ତ ପୁରି ରହିଛି ହେଲେ ମୁହଁ ଲୁଚେଇ ବା ପାଇଁ ମୋ ବୋଉ ର ପଣତ ନାହିଁ...


Rate this content
Log in

Similar oriya poem from Classics